ଶ୍ରୀମନ୍ଦିରରେ ୨୨ ହାତେ ଦିଅଁ କେଉଁଠାରେ ଅଛନ୍ତି? ଜାଣନ୍ତୁ ଏହି ଗୂଢ଼ ରହସ୍ୟ

ଶ୍ରୀମନ୍ଦିରରେ ପତିତପାବନଙ୍କ ସାମ୍ନାରେ ବାଇଶି ଭୁଜ ନୃସିଂହ ଅବସ୍ଥାନ କରନ୍ତି। ମନ୍ଦିର ଦର୍ଶନ କରି ଫେରୁଥିବା ସମୟରେ ବାଇଶି ପାହାଚ ଅତିକ୍ରମ କରି ପ୍ରବେଶ କରୁଥିବା ବେଳେ ବାମ ପାର୍ଶ୍ୱରେ ଏହି ସିଂହ ବିରାଜମାନ କରନ୍ତି। ଏହା ପ୍ରଭୁ ନୃସିଂହଙ୍କ ଭୀଷଣ ରୂପ, ଯିଏ ରୋଗ, ଶୋକ, ଦୁଃଖ ଇତ୍ୟାଦି ନାଶ କରିବା ପାଇଁ ୨୨ ହାତ ଧାରଣ କରିଛନ୍ତି। ନୃସିଂହ ହେଉଛନ୍ତି ମହାବିଷ୍ଣୁଙ୍କ ସବୁଠାରୁ ଭୟଙ୍କର ଅବତାର, ଯାହା ୨୪ ବା ୩୨ ଅବତାର ମଧ୍ୟରେ ସବୁଠାରୁ ପ୍ରଚଣ୍ଡ। ଏହି ୨୨ ହାତ ଦେବ ଙ୍କ ର ଅର୍ଥ ହେଉଛି ପ୍ରଭୁଙ୍କର ସର୍ବବ୍ୟାପକ ଶକ୍ତି ଏବଂ ସମସ୍ତ ବିପଦରୁ ଭକ୍ତମାନଙ୍କୁ ରକ୍ଷା କରିବାର କ୍ଷମତା। ଏହି ଦର୍ଶନ ମାଧ୍ୟମରେ ଅପାର କୃପା ଲାଭ କରାଯାଏ ବୋଲି କୁହାଯାଏ।

SATYA NARAYAN SAHOO

My self Satya Narayana Sahoo currently working in small business

Post a Comment

Please Select Embedded Mode To Show The Comment System.*

Previous Post Next Post